Home › Greetings › Birthday

Birthday Greetings · ଜନ୍ମଦିନ

Birthday Wish to Friends · ବନ୍ଧୁମାନଙ୍କୁ ଜନ୍ମଦିନର ଶୁଭେଚ୍ଛା

ପ୍ରିୟ ବନ୍ଧୁ, ତୁମର ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା। ତୁମ ଜୀବନ ସୁଖ, ଶାନ୍ତି ଓ ସଫଳତାରେ ଭରିଯାଉ।
Odia
Share
ତୁମ ହସ ସବୁବେଳେ ଏମିତି ଖିଲଖିଲା ରହୁ। ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା, ବନ୍ଧୁ।
Odia
Share
ଭଗବାନ ଜଗନ୍ନାଥ ତୁମର ସମସ୍ତ ଇଚ୍ଛା ପୂରଣ କରନ୍ତୁ। ଶୁଭ ଜନ୍ମଦିନ।
Odia
Share
ଆଜିର ଏହି ବିଶେଷ ଦିନଟି ତୁମ ପାଇଁ ଅନେକ ଖୁସି ଓ ଅସ୍ମରଣୀୟ ମୁହୂର୍ତ୍ତ ନେଇ ଆସୁ।ଜନ୍ମଦିନରେ ଅନେକ ଶୁଭେଚ୍ଛା।
Odia
Share
ତୁମ ଭଳି ଭଲ ବନ୍ଧୁ ଜୀବନରେ ମିଳିବା ସତରେ ସୌଭାଗ୍ୟର କଥା। ଜନ୍ମଦିନର ଢେର ସାରା ଶୁଭେଚ୍ଛା।
Odia
Share
ତୁମର ପ୍ରତ୍ୟେକ ସ୍ୱପ୍ନ ସତ ହେଉ ଓ ପ୍ରତ୍ୟେକ ପଦକ୍ଷେପ ସଫଳତା ଦିଗକୁ ଆଗେଇ ଯାଉ। ଶୁଭ ଜନ୍ମଦିନ, ବନ୍ଧୁ।
Odia
Share
ତୁମର ଆସନ୍ତା ବର୍ଷଟି ସୁନ୍ଦର ସ୍ମୃତି, ନୂଆ ସୁଯୋଗ ଓ ଅନେକ ସଫଳତାରେ ପୂର୍ଣ୍ଣ ହେଉ। ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା।
Odia
Share
ଜୀବନର ପ୍ରତ୍ୟେକ ଦିନ ତୁମ ପାଇଁ ଉତ୍ସବ ପରି ହେଉ। ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।
Odia
Share
ସବୁବେଳେ ଖୁସିରେ ରୁହ, ସୁସ୍ଥ ରୁହ ଓ ନିଜ ଲକ୍ଷ୍ୟକୁ ହାସଲ କର। ଶୁଭ ଜନ୍ମଦିନ, ମୋ ପ୍ରିୟ ବନ୍ଧୁ।
Odia
Share
ତୁମର ଏହି ନୂଆ ବର୍ଷ ଆନନ୍ଦ, ଭଲପାଇବା, ସଫଳତା ଓ ଅସୀମ ଖୁସିରେ ଭରିଯାଉ। ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ।
Odia
Share
ଜଣେ ପ୍ରକୃତ ବନ୍ଧୁ ଜୀବନର ସବୁଠାରୁ ଭଲ ଉପହାର ମଧ୍ୟରୁ ଗୋଟିଏ, ଏବଂ ତୁମର ବନ୍ଧୁତା ଶବ୍ଦ ଦ୍ୱାରା କୁହାଯାଇପାରିବ ନାହିଁ ତାହାଠାରୁ ଅଧିକ। ଜନ୍ମଦିନର ଶୁଭେଚ୍ଛା ଏବଂ ସବୁବେଳେ ସେଠାରେ ରହିବା ପାଇଁ ଧନ୍ୟବାଦ।
Odia
Share